Door43-Catalog_or_tn/ACT/07/17.md

1.6 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ପ୍ରତିଜ୍ଞା ସଫଳ ହେବା ସମୟରେ

ଇଶ୍ୱର ଅବ୍ରହାମଙ୍କୁ ଦେଇଥିବା ଆପଣା ପ୍ରତିଜ୍ଞା ସଫଳ କରିବା ସମୟ ସନ୍ନିକଟ ଥିଲା|

ଯିଏ ଯୋଷେଫଙ୍କୁ ଜାଣି ନ ଥିଲେ

ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ| “ଯୋଷେଫ ମିସର ଦେଶର ଲୋକମାନଙ୍କୁ ବହୁତ ସାହାଯ୍ୟ କଲେ|” ଏହା ପରିବର୍ତ୍ତେ “ଯୋଷେଫ” ଅଟେ|(ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଆମ୍ଭମାନଙ୍କ ଜାତି ପ୍ରତି

“ଆମ୍ଭମାନଙ୍କ” ଠାରେ ସ୍ତିଫାନ ଓ ତାହାଙ୍କ ଶ୍ରତାଗଣ ଅନ୍ତର୍ଭୁକ୍ତ ଅଟନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ଦୌରାତ୍ମ୍ୟ

“ମନ୍ଦ ଭାବରେ ବ୍ୟବହାର କଲେ” କିମ୍ବା “ଲାଭ ଉଠାଉଥିଲେ”

ଆପଣା ଆପଣା ସନ୍ତାନମାନଙ୍କୁ ବାହାରେ ପକାଇ ଦିଅନ୍ତି

ଆପଣା ଆପଣା ଶିଶୁମାନଙ୍କୁ ପରିତ୍ୟାଗ କରନ୍ତି ଯେପରି ଶିଶୁମାନେ ମୃତ୍ୟୁବରଣ କରିବେ|