Door43-Catalog_or_tn/ACT/07/11.md

951 B
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ପରେ ସେଠାରେ ଦୁର୍ଭିକ୍ଷ ପଡିଲା

“ଦୁର୍ଭିକ୍ଷ ହେଲା,” ଭୁମି ଖାଦ୍ୟ ଉତ୍ପନ୍ନ କରିବା ବନ୍ଦ କଲା|

ଆମ୍ଭମାନଙ୍କ ପିତୃପୁରୁଷମାନେ

“ଯୋଷେଫଙ୍କ ବଡ଼ ଭାଇମାନେ”

ଶସ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ଖାଦ୍ୟ”

ଆପଣାର ପରିଚୟ ଦେଲେ

ଯୋଷେଫ ଆପଣା ପରିଚୟ ଆପଣା ଭାଇମାନଙ୍କ ନିକଟରେ ସେମାନଙ୍କ ଭାଇ ବୋଲି ପ୍ରକାଶ କଲେ|