Door43-Catalog_or_tn/ACT/07/06.md

685 B
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ଯେଉଁମାନଙ୍କର ସେମାନେ ଦାସ ହେବେ

“ଯେଉଁମାନଙ୍କର ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଦାସ ହେବେ”

ଆଉ ଅବ୍ରହାମ ଯିସ୍‌ହାକଙ୍କ ପିତା ହେଲେ…

ଏହି ବିବରଣରେ ଅବ୍ରହାମଙ୍କ ବଂଶଧର ଆଡେ ପରିବର୍ତ୍ତନ ହୁଏ|