Door43-Catalog_or_tn/ACT/07/04.md

650 B
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି

“ଆପଣମାନେ” ଯିହୁଦୀ ମହାସଭା ଓ ଶ୍ରୋତାଗଣ ଅଟନ୍ତି|

ତାଙ୍କୁ ଅଧିକାର କରିବା ନିମନ୍ତେ

ସେହି ଭୂମି ସଦାକାଳ ନିମନ୍ତେ ଅବ୍ରହାମଙ୍କ ହେବ|