Door43-Catalog_or_tn/ACT/07/01.md

805 B

ହେ ଭ୍ରାତୃ ଓ ପିତୃଗଣ, ଶ୍ରବଣ କରନ୍ତୁ

ସ୍ତିଫାନ ସେମାନଙ୍କୁ ଏକ ବିସ୍ତାରିତ ପରିବାର ରୂପେ ସମ୍ବୋଧନ କରି ପରାମର୍ଶ ଦେଉଅଛନ୍ତି|

ଆମ୍ଭମାନଙ୍କ ପିତା

“ଆମ୍ଭମାନଙ୍କ ପିତା ଅବ୍ରହାମ” ଏହି ଉଲ୍ଲେଖରେ ସ୍ତିଫାନ ନିଜ ଶ୍ରତାଗଣଙ୍କୁ ଅନ୍ତର୍ଭୁକ୍ତ କରନ୍ତି|

ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରିଆସ

“ଆପଣା” ଅବ୍ରହାମଙ୍କୁ ଦର୍ଶାଏ (ଏକବଚନ)|