Door43-Catalog_or_tn/ACT/06/08.md

877 B

ସମାଜଗୃହର କେତେକ ଲୋକ: ସମ୍ଭବତଃ ବିଭିନ୍ନ ସ୍ଥାନର ପୂର୍ବ ଦାସମାନେ|ଏହା ସ୍ପଷ୍ଟ ନୁହେଁ ଯେ, ଅନ୍ୟ ଲୋକମାନେ ସମାଜଗୃହର ଲୋକମାନଙ୍କ ସୁଚୀରେ ଥିଲେ କିମ୍ବା କେବଳ ସ୍ତିଫାନଙ୍କ ସହିତ ବାଦାନୁବାଦରେ ଅଂଶଗ୍ରହଣ କରିଥିଲେ|

ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ

“ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କରିବାକୁ ଲାଗିଲେ” (ୟୁଡିବୀ) କିମ୍ବା “ସ୍ତିଫାନଙ୍କ ସହିତ ଆଲୋଚନାକରିବାକୁ ଲାଗିଲେ”