Door43-Catalog_or_tn/ACT/05/29.md

726 B

ଇସ୍ରାଏଲକୁ ମନପରିବର୍ତ୍ତନ ଓ ପାପକ୍ଷମା ଦାନକରନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ, “ଇସ୍ରାଏଲକୁ ଆପଣା ପାପ ନିମନ୍ତେ ମନପରିବର୍ତ୍ତନ ଓ ପାପକ୍ଷମା ପ୍ରାପ୍ତି ନିମନ୍ତେ ସୁଯୋଗ ଦିଅନ୍ତି”

ଆଉ ଯେଉଁ ପବିତ୍ରଆତ୍ମାଙ୍କୁ

ପବିତ୍ରଆତ୍ମା ଏକ ବ୍ୟକ୍ତି ସଦୃଶ୍ୟ ଯୀଶୁଙ୍କ ଆଶ୍ଚର୍ଯ୍ୟକର୍ମକୁ ସାକ୍ଷ ବୋଲି ପ୍ରମାଣ କରନ୍ତି|