Door43-Catalog_or_tn/ACT/05/24.md

672 B

ହତବୁଦ୍ଧି ହେବାକୁ ଲାଗିଲେ

“ବୁଦ୍ଧିଭ୍ରମ ହେଲେ” କିମ୍ବା “ବିଚଳିତ ହେଲେ”

ସେମାନଙ୍କୁ ସମ୍ବାଦ ଦେଲା

“ସେହିକ୍ଷଣି ଶୁଣିଥିବା ବିଷୟରେ ସେମାନଙ୍କୁ ସମ୍ବାଦ ଦେଲା” (ପ୍ରେରିତମାନେ କାରାଗାରରେ ନ ଥିବା ବିଷୟରେ ସମ୍ବାଦ ଦେଲା)

ଆପଣମାନେ ଯେଉଁଲୋକମାନଙ୍କୁ କାରାଗାରରେ ରଖିଥିଲେ

ଆପଣମାନେ(ବହୁବଚନ)