Door43-Catalog_or_tn/ACT/05/17.md

850 B

କିନ୍ତୁ

ଏହା ଏକ ବିପରୀତ କାହାଣୀ ଆରମ୍ଭ କରେ| ଆପଣଙ୍କ ଭାଷାରେ ବିପରିତ ବିବରଣୀକୁ କିପରି ପରିଚୟ କରାଯାଏ ତାହା ଅବଗତ ହୁଅନ୍ତୁ|

ଈର୍ଷା

“ଦ୍ୱେଷ” କିମ୍ବା “ଅପମାନିତ ବୋଧ”| ପ୍ରେରିତମାନେ ଅତ୍ୟଧିକ ଧ୍ୟାନ ଆକର୍ଷଣ ଓ ସୁଖ୍ୟାତି ପାଉଅଛନ୍ତି ବୋଲି ସାଦ୍ଦୂକୀମାନେ ବିରକ୍ତ ହେଉଥିଲେ|

ପ୍ରେରିତମାନଙ୍କୁ ଧରିଲେ

“ପ୍ରେରିତମାନଙ୍କୁ ହଠାତ୍ ଧରିପକାଇଲେ”| (ଦେଖାନ୍ତୁ: ରୂଢ଼୍ୟୋକ୍ତି)