Door43-Catalog_or_tn/ACT/05/14.md

337 B

ତାଙ୍କ ଛାୟା ଯେପରି କାହାରି କାହାରି ଉପରେ ପଡ଼େ

ଏହା ସ୍ପଷ୍ଠ କରେ ଯେ, ଯଦି ପିତରଙ୍କ ଛାୟା ସେମାନଙ୍କୁ ସ୍ପର୍ଶ କରେ, ତେବେ ସେମାନେ ସୁସ୍ଥ ହୋଇପାରିବେ|