Door43-Catalog_or_tn/ACT/05/09.md

1.2 KiB

ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକପରାମର୍ଶ ହେଲ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ, “ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ ଏକପରାମର୍ଶ ହେଲ”| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତାହାର ଶେଷ ନିଶ୍ୱାସ ନେଲା

“ସେ ପ୍ରାଣତ୍ୟାଗ କଲା” ନିମନ୍ତେ ଏହା ଏକ ଶିଷ୍ଟୋକ୍ତି ଅଟେ| (ଦେଖନ୍ତୁ: ଶିଷ୍ଟୋକ୍ତି)

ସେମାନଙ୍କ ପାଦ ତଳେ

ଏହା ଏକ ଉପଲକ୍ଷ ଅଳଙ୍କାର ଅଟେ| ଯେଉଁ ଲୋକମାନେ ହନନିୟଙ୍କୁ ସମାଧି ଦେଲେ ସେମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)