Door43-Catalog_or_tn/ACT/05/03.md

2.1 KiB

କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କଲା

ପିତର ହନନିୟଙ୍କୁ ତିରଷ୍କାର କରିବା ନିମନ୍ତେ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତାହା କ'ଣ ତୁମ୍ଭ ନିଜର ହୋଇ ରହି ନ ଥିଲା … ଏହା କି ତୁମ୍ଭ ଅଧିକାରରେ ନ ଥିଲା

ପିତର ଏହି ପ୍ରଭାବିତ ପ୍ରଶ୍ନକୁ ହନନିୟକୁ ସ୍ମରଣ କରାଇବା ନିମନ୍ତେ ବ୍ୟବହାର କଲେ ଯାହା ସେ ପୂର୍ବରୁ ଜାଣିଥିଲେ: ଯାହା ସେହି ଅର୍ଥ ସେପର୍ଯ୍ୟନ୍ତ ହନନିୟଙ୍କର ଥିଲା ଓ ଏବେସୁଦ୍ଧା ତାହା ହନନିୟଙ୍କ ଅଧିନରେ ଥିଲା|

ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ?

ପିତର ହନନିୟଙ୍କୁ ତିରଷ୍କାର କରିବା ନିମନ୍ତେ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି|.

ଯୁବକମାନେ ଆଗକୁ ଆସି

ଆକ୍ଷରିକ ଭାବରେ, “ଯୁବକମାନେ ଉଠି…”| କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଏହା ଏକ ସଙ୍କେତ ଅଟେ|

ସେମାନେ ତାହାଙ୍କୁ ବାହାରକୁ ଘେନିଗଲେ ଓ ତାହାଙ୍କୁ ସମାଧି ଦେଲେ|

ଯେତେବେଳେ ଜଣଙ୍କ ମୃତ୍ୟୁ ହୁଏ, ସାଧାରଣତଃ ସମାଧି ନିମନ୍ତେ ଏକ ଶରୀରକୁ ପ୍ରସ୍ତୁତ କରିବା ପ୍ରଣାଳୀ ଅଟେ| ଏହା ପ୍ରକାଶମାନ ହୁଏ ଯେ ଏହା ହନନିୟଙ୍କ ଘଟଣା ନିମନ୍ତେ ନୁହେଁ|