Door43-Catalog_or_tn/ACT/04/36.md

1.0 KiB

ଯୋଷେଫ, ଯେ ଲିବି ବଂଶଜାତ ଜଣେ କୁପ୍ରୀୟ ଜାତିର

କାହାଣୀ ମଧ୍ୟରେ ବର୍ଣ୍ଣବ୍‌ବାଙ୍କ ପରିଚୟ ହେଉଅଛି| ଏହା ପରେ ଯେପର୍ଯ୍ୟନ୍ତ ଲୁକଙ୍କ ପୁସ୍ତକ ପ୍ରେରିତରେ ସେ ବଡ଼ ଭୂମିକରେ ଅଛନ୍ତି| ତୁମ୍ଭେମାନେ ବିବରଣୀରେ ନୂତନ ଭୂମିକାରେ ଯୋଗଦାନକାରୀକୁ କିପରି ଆପଣା ଭାଷାରେ ପରିଚୟ ଦେଇଥାଅ|

ତାହା ପ୍ରେରିତମାନଙ୍କ ପାଦ ତଳେ ଥୋଇଲେ

ଏହା ବିଶ୍ୱାସୀମାନଙ୍କ ଦେବାର ଏକ ସାଧାରଣ ପ୍ରକ୍ରିୟା ଥିଲା ଓ ଉପହାରକୁ ବ୍ୟବହାର କରିବା ଅଧିକାର ପ୍ରେରିତମାନଙ୍କୁ ଦେବାର ଏକ ପ୍ରତିକାତ୍ମକ ଥିଲା|