Door43-Catalog_or_tn/ACT/04/34.md

1.4 KiB
Raw Permalink Blame History

ବିକ୍ରୟ କରି…ମୁଲ୍ୟ ଆଣି…ବିତରଣ କରାଯାଉଥିଲା

ଅନେକ ବିଶ୍ୱାସୀମାନେ ନିର୍ଦ୍ଧାରିତ ସମୟସୀମା ପରେ ଏହା କଲେ, ଏକା ଥରେ ନୁହେଁ|

ଏହା ପ୍ରେରିତମାନଙ୍କ ପାଦ ତଳେ ଥୋଉଥିଲେ

ଏହା ବିଶ୍ୱାସୀମାନଙ୍କର ଉପସ୍ଥାପନ କରିବାର ଶୈଳି ଥିଲା: ୧) ସର୍ବସାଧାରଣରେ ଏକ ପରିବର୍ତ୍ତିତ ହୃଦୟର ପ୍ରମାଣ ଅଟେ, ଏବଂ ) ଦାନକୁ ବିତରଣ କରିବାର କ୍ଷମତା ପ୍ରେରିତମାନଙ୍କୁ ଦେବା|

ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ

ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ

ଏହା ପ୍ରତିୟମାନ ହୁଏ ବିଶ୍ୱାସୀମାନଙ୍କ ଆବଶ୍ୟକତାକୁ କିଛି ସମୟକାଳ ନିମନ୍ତେ ନଜର ରଖାଯାଉଥିଲା; ଯେତେବେଳେ ଜଣେ କହୁଥିଲା ଆପଣାର କିଛି ଆବଶ୍ୟକ ଅଛି ଜିନିଷଗୁଡ଼ିକ ସରଳ ଭାବରେ ସାଙ୍ଗେ ସାଙ୍ଗେ ଦିଆଯାଉ ନ ଥିଲା|