Door43-Catalog_or_tn/ACT/04/32.md

678 B
Raw Permalink Blame History

ବିଶ୍ୱାସକାରୀ ଲୋକସମୂହ…

“ଅନେକ ଲୋକ ଯେଉଁମାନେ ବିଶ୍ୱାସ କଲେ…”

ପୁଣି ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା

ଏହାର ଅର୍ଥ ୧) ପୁଣି ଈଶ୍ୱର ସମସ୍ତ ବିଶ୍ୱାସୀଙ୍କ ଉପରେ ଅନେକ ଦାନ ଓ ବହୁତ ସାହସ ଢାଳିଦେଲେ କିମ୍ବା ) ପୁଣି ବିଶ୍ୱାସୀମାନେ ଯିରୁଶାଲମରେ ଅନ୍ୟ ଲୋକମାନଙ୍କ ଦ୍ୱାରା ସମ୍ମାନୀୟ ବୋଲି ଧରାଗଲେ|