Door43-Catalog_or_tn/ACT/04/27.md

830 B

ବିଶ୍ୱାସୀମାନେ ଏକତ୍ର ପ୍ରାର୍ଥନା କରିବା ଜାରି ରଖନ୍ତି ଯାହା ସେମାନେ ୪:୨୪ରେ ଆରମ୍ଭ କରିଥିଲେ|

ହେରୋଦ ଓ ପନ୍ତିୟ ପିଲାତ, ଉଭୟ ବିଜାତି ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏକତ୍ର

ଦାଉଦ କେବଳ ବିଜାତି ରାଷ୍ଟ୍ରକୁ ଅନ୍ତର୍ଭୁକ୍ତ କଲେ, କିନ୍ତୁ ପିତର ଇସ୍ରାଏଲ ଓ ସେମାନଙ୍କ ଶାସନକର୍ତ୍ତାମାନଙ୍କୁ ଅନ୍ତର୍ଭୁକ୍ତ କଲେ ଯେଉଁମାନେ ମସୀହାଙ୍କ ବିରୋଧ କଲେ|

ଏହି ନଗରରେ

ଯିରୁଶାଲମରେ