Door43-Catalog_or_tn/ACT/04/21.md

992 B

ସେମାନେ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ

ଯେଉଁ ଲୋକମାନେ ସେହି ମନୁଷ୍ୟ ସୁସ୍ଥ ହୋଇଥିବା ଦେଖିଥିଲେ ସେମାନଙ୍କ ମଧ୍ୟରେ ଦୋଷର କାରଣ ବିନା ପିତର ଓ ଯୋହନଙ୍କୁ କିପରି ଦଣ୍ଡ ଦେବେ ପ୍ରଧାନମାନେ ତାହା ବୁଝିପାରିଲେ ନାହିଁ|

ପରବର୍ତ୍ତୀ ଚେତାବନୀ ଦେଇ

ନେତାମାନେ ସେମାନଙ୍କୁ ଅଧିକ ଦଣ୍ଡ ଓ ଭୟ ଦେଖାଇ

ଏହି ଲୋକର…ବୟସ ଚାଳିଶ ବର୍ଷରୁ ଉର୍ଦ୍ଧ୍ୱ ଥିଲା

ଏହା ଏକ ସ୍ଥାୟୀ ସତ୍ୟ ଅଟେ ଯାହା ସେ ଏକ ଖଞ୍ଜ ଥିଲା ଓ ସେହି କ୍ଷଣି ସୁସ୍ଥ ହୋଇଥିଲା|