Door43-Catalog_or_tn/ACT/04/15.md

636 B

ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ

“ଆମ୍ଭେମାନେ ଏହି ଆଶ୍ଚର୍ଯ୍ୟକର୍ମ ଅସ୍ୱୀକାର କରି ନ ପାରୁ”| ଯିରୁଶାଲମ ନିବାସୀ ପ୍ରତ୍ୟେକ ଲୋକ ଏହା ଜାଣନ୍ତି ଯେ ଏହି ମନୁଷ୍ୟ ସୁସ୍ଥ ହୋଇଅଛି|

ସେମାନଙ୍କୁ

ଦୁଇ ଜଣ, ପିତର ଓ ପାଉଲଙ୍କୁ ଦର୍ଶାଏ|

ଆଉ କିଛି ନ କହିବାକୁ

“ଆଉ ଅଧିକ ନ କହିବାକୁ”