Door43-Catalog_or_tn/ACT/04/13.md

678 B

ଯେତେବେଳେ ସେମାନେ ସାହସ ଦେଖିଲେ

“ସେମାନେ” ଦଳର ନେତା ମାନଙ୍କୁ ଦର୍ଶାଏ|

ଏହା ବୁଝି ଚମତ୍କୃତ ହେଲେ ଯେ ସେମାନେ

“ବୁଝିପାରିବା” କିମ୍ବା “ଜାଣିପାରିବା”

ସେମାନେ ଅଜ୍ଞାନ

“ସେମାନେ” ଦୁଇ ଜଣ, ପିତର ଓ ଯୋହନଙ୍କୁ ଦର୍ଶାଏ|

ଅଶିକ୍ଷିତ ଲୋକମାନେ

“ଅପ୍ରଶିକ୍ଷଣ” କିମ୍ବା “ବିଦ୍ୟାଳୟରେ ପଢ଼ି ନ ଥିବା”