Door43-Catalog_or_tn/ACT/04/11.md

730 B

ପିତର ଆପଣା ବକ୍ତବ୍ୟ ଯିହୁଦୀ ଧର୍ମ ଶାସକମାନଙ୍କୁ ଦେବା ଜାରି ରଖନ୍ତି ଯାହା ୪:୮ ରେ ଆରମ୍ଭ କରିଥିଲେ|

ଯୀଶୁ ଖ୍ରୀଷ୍ଟ ସେହି ପ୍ରସ୍ତର

ଏହା ଏକ ଉପମା ଅଟେ| ଯେପରି ଅଟ୍ଟାଳିକାର ମୂଳଦୁଆ ଓ ନିର୍ଦ୍ଦେଶ ବିନ୍ଦୁ ନିମନ୍ତେ କେବଳ ଗୋଟିଏ କୋଣର ପ୍ରଧାନ ପ୍ରସ୍ତର ସ୍ଥାପିତ କରାଯାଏ, ସେହିପରି କେବଳ ଯୀଶୁହିଁ ପରିତ୍ରାଣର ମୂଳଦୁଆ ଅଟନ୍ତି|