Door43-Catalog_or_tn/ACT/04/05.md

564 B

କି ଶକ୍ତିରେ

“କିଏ ତୁମ୍ଭମାନଙ୍କୁ ଶକ୍ତି ଦେଲା” (ୟୁଡିବୀ) କିମ୍ବା “କଅଣ ତୁମ୍ଭମାନଙ୍କୁ ଶକ୍ତି ଦେଲା|” ସେମାନେ ଜାଣିଥିଲେ ଯେ ପିତର ଓ ଯୋହନ ଆପଣାଠାରୁ ଏହି ବ୍ୟକ୍ତିକୁ ସୁସ୍ଥ କରି ପାରିବେ ନାହିଁ|

କେଉଁ ନାମରେ

“କିଏ ତୁମ୍ଭମାନଙ୍କୁ କ୍ଷମତା ଦେଲା”