Door43-Catalog_or_tn/ACT/04/01.md

1.7 KiB

ମନ୍ଦିରର ସେନାପତି

ମନ୍ଦିରର ପ୍ରମୁଖ ସୁରକ୍ଷା କର୍ମୀ

ସେମାନଙ୍କ ନିକଟରେ ଉପସ୍ଥିତ ହେଲେ

“ସେମାନଙ୍କ ନିକଟକୁ ଗଲେ” କିମ୍ବା “ସେମାନଙ୍କ ନିକଟକୁ ଆସିଲେ”

ସେମାନେ ବିରକ୍ତି ହୋଇଥିଲେ

ଯୀଶୁ ଓ ମୃତମାନଙ୍କ ମଧ୍ୟରୁ ତାହାଙ୍କ ପୁନରୁତ୍‌‌ଥାନ ବିଷୟରେ ପିତର ଶିକ୍ଷା ଦେଉଥିଲେ| ଏହା ସାଦ୍ଦୁକୀମାନଙ୍କୁ ବିରକ୍ତ କରୁଥିଲା କାରଣ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କ ପୁନରୁତ୍‌‌ଥାନରେ ସେମାନେ ବିଶ୍ଵାସ କରୁ ନ ଥିଲେ|

ଲୋକମାନଙ୍କ ମଧ୍ୟରୁ ଅନେକେ

ବିଶେଷତଃ ପୁରୁଷମାନେ| କୌଣସି ସ୍ତ୍ରୀମାନେ ଓ ଶିଶୁମାନେ ଯେଉଁମାନେ ସେଠାରେ ଥିଲେ ସେମାନେ ଗଣନାରେ ଅନ୍ତର୍ଭୁକ୍ତ ନ ଥିଲେ|

ଯେହେତୁ ସେତେବେଳେ ସନ୍ଧ୍ୟା ହୋଇଥିଲା

ସନ୍ଧ୍ୟା ସମୟରେ ଲୋକମାନଙ୍କୁ ପ୍ରଶ୍ନ ନ କରିବା ଏକ ସାଧାରଣ ଅଭ୍ୟାସ ଥିଲା|

ସଂଖ୍ୟା ପ୍ରାୟ ପାଞ୍ଚ ସହସ୍ର ଥିଲା

“ସଂଖ୍ୟା ପ୍ରାୟ ପାଞ୍ଚ ସହସ୍ର ହେଲା” or “ସଂଖ୍ୟା ପ୍ରାୟ ପାଞ୍ଚ ସହସ୍ର ବଢ଼ିଲା”|