Door43-Catalog_or_tn/ACT/03/24.md

2.3 KiB

ପିତର ଯିହୁଦୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୩:୧୩ ରେ ଆରମ୍ଭ କରିଥିଲେ|

ତାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ସମସ୍ତେ

“ଶାମୁୟେଲଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ସମସ୍ତେ ଭାବବାଦୀ ଥିଲେ”

ଏହି ଦିନର

“ଏହି କାଳର” କିମ୍ବା “ଯେଉଁ ସମସ୍ତ ବିଷୟ ବର୍ତ୍ତମାନ ଘଟୁଅଛି” କିମ୍ବା “ଯେଉଁ ସମସ୍ତ ବିଷୟ ଘଟିଆସୁଅଛି”

ଆପଣମାନେ ସେହି ଭାବବାଦୀମାନଙ୍କ ସନ୍ତାନ ଅଟନ୍ତି

“ଆପଣମାନେ ସେହି ଭାବବାଦୀମାନଙ୍କ ଉତ୍ତରାଧିକାରୀ ଅଟନ୍ତି”| ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵର ଆପଣା ଭାବବାଦୀମାନଙ୍କ ଦ୍ଵାରା ଯାହା ପ୍ରତିଜ୍ଞା କଲେ ତୁମ୍ଭେମାନେ ତାହା ଗ୍ରହଣ କରିବ|

ଆଉ ସେହି ନିୟମର

“ଆଉ ସେହି ନିୟମର ସନ୍ତାନମାନେ” କିମ୍ବା “ଆଉ ସେହି ନିୟମର ଉତ୍ତରାଧିକାରୀମାନେ|” ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵର ଯାହା ଆପଣା ନିୟମରେ ପ୍ରତିଜ୍ଞା କଲେ ତୁମ୍ଭେମାନେ ତାହା ଗ୍ରହଣ କରିବ|”

ତୁମ୍ଭର ବଂଶ ଦ୍ଵାରା

“ତୁମ୍ଭର ସନ୍ତାନସନ୍ତତି କାରଣରୁ”

ଈଶ୍ଵର ପ୍ରଥମେ ଆପଣା ଦାସଙ୍କୁ ଉତ୍ପନ୍ନ କରି

“ଈଶ୍ଵର ପ୍ରଥମେ ଆପଣା ଦାସଙ୍କୁ ମନୋନୀତ କରି” କିମ୍ବା “ଈଶ୍ଵର ଆପଣା ଦାସଙ୍କୁ କ୍ଷମତା ଦେଇ”

ଆପଣା ଦାସ

ଏହା ଈଶ୍ଵରଙ୍କ ତ୍ରାଣକର୍ତ୍ତାଙ୍କୁ ଦର୍ଶାଏ|