Door43-Catalog_or_tn/ACT/03/21.md

2.0 KiB

ପିତର ଯିହୁଦୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୩:୧୩ ରେ ଆରମ୍ଭ କରିଥିଲେ|

ସ୍ୱର୍ଗରେ ଗୃହିତ ହେବାକୁ ହେବ…

ଯୀଶୁ ସ୍ୱର୍ଗରେ ରହି ଯାହା ସେ କରିବେ ଏହା ପୂର୍ବରୁ କୁହାଯାଇଥିଲା|

ସମସ୍ତ ବିଷୟ ପୁନଃସ୍ଥାପନର ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ

“ଯେତେବେଳେ ଈଶ୍ୱର ସମସ୍ତ ବିଷୟ ପୁନଃସ୍ଥାପନ କରିବା ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ”

ଯାହା ଈଶ୍ୱର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି

“ଈଶ୍ୱର ଆପଣା ପବିତ୍ର ଭାବବାଦୀମାନଙ୍କୁ ପୁନଃସ୍ଥାପନ ବିଷୟରେ କହିବା ନିମନ୍ତେ କହିଲେ”

ଯେଉଁ ସମୟର କଥା ଅତି ପ୍ରାଚୀନ କାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ଦ୍ୱାରା

“ତାହାଙ୍କ ପବିତ୍ର ଭାବବାଦୀମାନେ ଯେଉଁମାନେ ବହୁ ପୂର୍ବେ ଥିଲେ”

ଭାବବାଦୀଙ୍କି ଉତ୍ପନ୍ନ କରିବେ

“ଭାବବାଦୀ ହେବା ନିମନ୍ତେ ଜଣଙ୍କୁ ମନୋନୀତ କରିବେ” କିମ୍ବା “ଭାବବାଦୀ ହେବା ନିମନ୍ତେ ଜଣଙ୍କୁ କ୍ଷମତା ଦେବେ”

ଉଚ୍ଛିନ୍ନ ହେବ

“ଦୂର କରାଯିବ” କିମ୍ବା “ବାହାର କରାଯିବ” କିମ୍ବା “ଅନ୍ୟତ୍ର ନିଆଯିବ”