Door43-Catalog_or_tn/ACT/03/19.md

694 B

ପିତର ଯିହୁଦୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୩:୧୩ ରେ ଆରମ୍ଭ କରିଥିଲେ|

ଫେରି ଆସନ୍ତୁ

“ଈଶ୍ୱରଙ୍କ ପ୍ରତି ଫେରି ଆସନ୍ତୁ”

ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ

“ତାହାହେଲେ ପ୍ରଭୁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ”|

ମୋଚନ

“ଲିଭାଇବା” କିମ୍ବା “କାଟି ଦେବେ”