Door43-Catalog_or_tn/ACT/03/15.md

1.2 KiB

ପିତର ଯିହୁଦୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୩:୧୩ ରେ ଆରମ୍ଭ କରିଥିଲେ|

ଜୀବନର କର୍ତ୍ତା

“ଜୀବନର ରଚୟିତା” (ୟୁଡିବୀ) କିମ୍ବା “ଜୀବନର ଶାସନକର୍ତ୍ତା”

ଏହି ଲୋକକୁ ବଳବାନ୍ କରିଅଛି

“ଏହି ଲୋକକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦିଆଯାଇଛି”

ତାହାଙ୍କ ନାମରେ ବିଶ୍ୱାସ କରିବାରୁ

ଭାଷାଗୁଡିକରେ ନାମ ନ ଥାଏ ଯାହାର ଅର୍ଥ “ବିଶ୍ୱାସ” ହୋଇପାରେ ଏକ ସର୍ବନାମ ବ୍ୟବହାର କରିବାକୁ ହେବ ଯାହାର ଅର୍ଥ ବିଶ୍ୱାସ ବା ଭରସା| ଯଦି ସେମାନଙ୍କୁ କହିବାକୁ ଅବଶ୍ୟକ ହୁଏ ଯେ, କିଏ ବିଶ୍ୱାସ କଲେ, ସେମାନେ ଉଲ୍ଲେଖ କରିବେ “ଆମ୍ଭେମାନେ”|