Door43-Catalog_or_tn/ACT/03/13.md

1.7 KiB

ପିତର ଯିହୁଦୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୩:୧୩ ରେ ଆରମ୍ଭ କରିଥିଲେ|

ଯାହାଙ୍କୁ ଆପଣମାନେ ସମର୍ପଣ କଲେ

“ଯାହାଙ୍କୁ ଆପଣମାନେ ପିଲାତଙ୍କ ନିକଟକୁ ଆଣିଲେ”

ଆଉ ପିଲାତଙ୍କ ସାକ୍ଷାତରେ ଅସ୍ୱୀକାର କଲେ

“ଆଉ ତୁମ୍ଭେମାନେ ପିଲାତଙ୍କ ଉପସ୍ଥିତିରେ ତାହାଙ୍କୁ ଅଗ୍ରାହ୍ୟ କଲ”

ଯେତେବେଳେ ସେ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ

“ଯେତେବେଳେ ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ”

ଆଉ ଜଣେ ନରଘାତକ ଯେପରି ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରାଯାଏ

ଏହା ପ୍ରତ୍ୟକ୍ଷ କ୍ରିୟାରେ ଏହିପରି ଅନୁବାଦ କରାଯାଇପାରେ: “ଆଉ ପିଲାତ ଯେପରି ଏକ ନରଘାତକକୁ ତୁମ୍ଭମାନଙ୍କ ନିମନ୍ତେ ଦିଆଯାଏ|”

ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରାଯାଏ

“ତୁମ୍ଭମାନଙ୍କ ନିମନ୍ତେ ଦିଆଯାଏ|” ଏହାର ଅର୍ଥ “ଅନୁଗ୍ରହ ରୂପେ ଦିଆଯିବ” ଏହାର ଅର୍ଥ ନୁହେଁ “ସ୍ୱାଧିନ ହେବା” ଯେପରି ଫାନ୍ଦ ଠାରୁ|