Door43-Catalog_or_tn/ACT/03/04.md

1.2 KiB

ତା' ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ

“ତା' ଆଡ଼କୁ ଏକ ଲୟରେ ଚାହିଁଲେ” କିମ୍ବା “ତା' ଆଡ଼କୁ ଆଗ୍ରହରେ ଦେଖିଲେ”

ସେହି ଖଞ୍ଜ ବ୍ୟକ୍ତି ସେମାନଙ୍କ ଆଡ଼କୁ ଚାହିଁଲା

“ସେହି ଖଞ୍ଜ ବ୍ୟକ୍ତି ସେମାନଙ୍କୁ ସତର୍କତାରେ ଧ୍ୟାନ ଦେଲା”

ରୂପା ଓ ସୁନା

ଏହା ଏହି ବାକ୍ୟର ଆରମ୍ଭରେ ସ୍ଥାନ ପାଇଛି ଏହା ଦର୍ଶାଇବାକୁ ଯେ ଏହା ପ୍ରାପ୍ତ ହେବାକୁ ଲୋକମାନେ ଆଶା କରନ୍ତି କିନ୍ତୁ ପିତରଙ୍କର କିଛି ନାହିଁ, ଏବଂ ଏହାର ବିପରୀତରେ ପିତରଙ୍କର କଣ ଅଛି ଓ ତାହାଙ୍କ ଦେବାକୁ ଇଛା କରନ୍ତି|. ଏହି ବାକ୍ୟାଂଶ “ରୂପା ଓ ସୁନା” ଅର୍ଥ ନିମନ୍ତେ ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)