Door43-Catalog_or_tn/ACT/03/01.md

906 B

ମନ୍ଦିର ଭିତରକୁ

“ମନ୍ଦିର ପରିସର ଭିତରକୁ” କିମ୍ବା “ମନ୍ଦିରକୁ|” ସେମାନେ ଭିତର ମନ୍ଦିର ମଧ୍ୟକୁ ଗଲେ ନାହିଁ ଯେଉଁଠାରେ କେବଳ ସେବା କରିବା ଯାଜକମାନଙ୍କୁ ଅନୁମନ୍ତି ମିଳେ|

ନବମ ପ୍ରହରରେ

“ଅପରାହ୍ନ ତିନି ଘଣ୍ଟା ବେଳେ” (ୟୁଡିବୀ)| (ଦେଖନ୍ତୁ: ବାଇବଲର ସମୟ)

ଭିକ୍ଷା

“ଭିକ୍ଷା” ଏହା ଅର୍ଥକୁ ଦର୍ଶାଏ ଯାହା ଲୋକମାନେ ଗରିବ ଲୋକମାନଙ୍କୁ ଦିଅନ୍ତି| ଏହି ମନୁଷ୍ୟ ଗରିବ ଥିଲା ଓ ଆପଣା ନିମନ୍ତେ ଅର୍ଥ ମାଗୁଥିଲା|