Door43-Catalog_or_tn/ACT/02/46.md

753 B

ଏକ ଉଦ୍ଦେଶ୍ୟ ନିମନ୍ତେ

“ଏକ ଚିତ୍ତରେ”

ସେମାନେ ଜାରି ରଖିଲେ

“ବିଶ୍ୱାସୀମାନେ ଜାରି ରଖିଲେ”

ରୋଟୀ ଭାଙ୍ଗୁଥିଲେ

ଭୋଜନ ବାଣ୍ଟୁ ଥିଲେ, ପ୍ରଭୁଭୋଜ ବାଣ୍ଟୁ ଥିଲେ (ୟୁଡିବୀ)|

ସରଳ ହୃଦୟରେ

ଅହଙ୍କାର ବିନା, ସରଳ ଭାବରେ, ଅନାବଶ୍ୟକ ନିୟମ ବିନା, ସ୍ଥାନ ବା ବିଶେଷ ଅଧିକାର ବିବେଚନା କରିବା ବିନା

ପ୍ରିୟପାତ୍ର ହେଉଥିଲେ

ସମ୍ମାନ ପାଉଥିଲେ