Door43-Catalog_or_tn/ACT/02/29.md

1.1 KiB

ପିତର ଯିହୂଦୀମାନଙ୍କୁ ଆପଣା ବକ୍ତବ୍ୟ ଦେଇ ଆସୁଅଛନ୍ତି ଯାହା ୧:୧୬ ରେ ଆରମ୍ଭ କରିଥିଲେ|

ପିତୃକୁଳପତି

ପିତା, ଜଣେ ଯିଏ ବହୁ କାଳ ପୂର୍ବରୁ ଜୀବିତ ଅଛନ୍ତି

ଶପଥ

ଏକ ମର୍ଯ୍ୟାଦାପୂର୍ଣ୍ଣ ବକ୍ତବ୍ୟ ବା ଘୋଷଣା

ଶପଥ କରି

ଏକ ଗମ୍ଭୀର ବକ୍ତବ୍ୟ କରିବା ଯେ ଯାହା ଜଣେ ପ୍ରତିଜ୍ଞା କରେ ତାହା ସତ୍ୟ ଅଟେ

ଭାଇମାନେ

ଭାଷାଗୁଡ଼ିକ ନିମନ୍ତେ ଉଭୟେ ପୁରୁଷମାନେ ଓ ସ୍ତ୍ରୀମାନେ ଅନ୍ତର୍ଭୁକ୍ତ

ସେ ଭବିଷ୍ୟଦ୍‍ଦର୍ଶନ

ଦାଉଦ ପୂର୍ବରୁ ଜାଣି ପାରି ଖ୍ରୀଷ୍ଟଙ୍କ ବିଷୟରେ ପ୍ରେରିତ ୧:୨୭ ୨୮ ରେ କହନ୍ତି|