Door43-Catalog_or_tn/ACT/02/20.md

739 B

ପିତର ଯିହୂଦୀମାନଙ୍କୁ ଆପଣା ବକ୍ତବ୍ୟରେ ଯୋୟେଲ ଭାବବାଦୀଙ୍କ ଉକ୍ତିକୁ କହିବା ଜାରି ରଖନ୍ତି ଯାହା ୧:୧୬ ରେ ଆରମ୍ଭ କରିଥିଲେ|

ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହେବ

ଏହି ବାକ୍ୟାଂଶର ସଠିକ୍ ଅର୍ଥ ଅସ୍ପଷ୍ଟ ଅଟେ, ଯେପରି ସମ୍ଭାବନା ଅବିକଳ ରୂପେ ଆପଣା ଭାଷାରେ ଏହା କେବଳ ଅନୁବାଦ କର|

ଡାକିଲେ

ନିବେଦନ କଲେ ବା ପ୍ରାର୍ଥନା କଲେ