Door43-Catalog_or_tn/ACT/02/12.md

1.4 KiB

ଆଚମ୍ବିତ ଓ ହତବୁଦ୍ଧି

କଅଣ ଘଟୁଅଛି ତାହା ବିଷୟରେ ଲୋକେ ଜାଣିପାରୁ ନ ଥିଲେ (ୟୁଡିବୀ)| ଏହା ଏହିପରି ଅନୁବାଦ କରାଯାଇପାରେ, “ଆଶ୍ଚର୍ଯ୍ୟାନ୍ଵିତ ଓ ବିଚଳିତ|”

ଏହାର ଅର୍ଥ କଅଣ?

କେତେକ ଏହି ଘଟଣାକୁ ଗୁରୁତ୍ଵପୂର୍ଣ୍ଣ ଭାବେ ନେଲେ|

କିନ୍ତୁ ଅନ୍ୟମାନେ ବିଦ୍ରୂପ କଲେ

“କିନ୍ତୁ ଅନ୍ୟମାନେ ଅପମାନ କଲେ” କିମ୍ବା “ଅପମାନିତ କଲେ”

ଏମାନେ ନୂତନ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ମଦ୍ୟପାନ କରିଅଛନ୍ତି” କେତେକ ଆଶ୍ଚର୍ଯ୍ୟକର୍ମକୁ ବିଶ୍ୱାସ ନ କରିବାକୁ ବାଛିଲେ, କିନ୍ତୁ ପ୍ରେରିତମାନଙ୍କୁ ବିଦ୍ରୁପ କଲେ|

ନୂତନ ମିଷ୍ଟ ଦ୍ରାକ୍ଷାରସ

ଏକ ସାଧାରଣ ପାନୀୟ ଠାରୁ ଅଲଗା ଏକ ଦୃଢ଼ ପାନୀୟ