Door43-Catalog_or_tn/ACT/02/08.md

1.5 KiB
Raw Permalink Blame History

ଏହା କିପରି ଆମ୍ଭେମାନେ ତାହାଙ୍କ କଥା ଶୁଣୁଅଛୁ

ଏହା ହୋଇପାରେ ୧) ଏକ ପ୍ରକୃତ ପ୍ରଶ୍ନ ଯାହାର ଉତ୍ତର ସେହି ଲୋକମାନେ ପାଇବାକୁ ଇଛା କରୁଥିଲେ କିମ୍ବା ) ଏକ ପ୍ରଭାବିତ ପ୍ରଶ୍ନ ଯାହା ବ୍ୟକ୍ତ କରେ ଯେ, ସେମାନେ କିପରି ବିସ୍ମୟାଭିଭୂତ ହେଲେ| ୟୁଡିବୀ ଏହାକୁ ଅନୁବାଦ କରେ ଏକ ଉକ୍ତି ରୂପେ ଯାହା ଦର୍ଶାଏ ଯେ, କିପରି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ପାର୍ଥୀୟ ଓ ମାଦୀୟ ଓ ଏଲାମୀୟ

“ପାର୍ଥୀ, ମାଦୀ, ଓ ଏଲାମୀର ଲୋକମାନେ|” (ଦେଖନ୍ତୁ: ନାମଗୁଡ଼ିକ କିପରି ଅନୁବାଦ ହୋଇଛି)

ଯିହୂଦୀଧର୍ମାବଲମ୍ବୀ ପ୍ରବାସୀ

“ଅଣ ଯିହୂଦୀ ଲୋକମାନେ ଯେଉଁମାନେ ପରେ ଯିହୂଦୀ ହେଲେ” କିମ୍ବା “ଯେଉଁ ଲୋକମାନେ ଆପଣା ଧର୍ମ ପରିବର୍ତ୍ତନ କଲେ ଓ ଯିହୂଦୀ ହେଲେ” କିମ୍ବା “ଯିହୂଦୀଧର୍ମରେ ପରିବର୍ତ୍ତିତ ହେଲେ”