Door43-Catalog_or_tn/ACT/01/21.md

1.6 KiB

ପିତର ବିଶ୍ୱାସୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୧:୧୬ ରେ ଆରମ୍ଭ କରିଥିଲେ|

ଏହା ଆବଶ୍ୟକ ଅଟେ, ତେଣୁ

ପିତର ବ୍ୟକ୍ତ କରିବାକୁ ଯାଉଅଛନ୍ତି ଯେ କାହିଁକି ସେ ଗୀତସଂହିତାରୁ ପଦଗୁଡ଼ିକ ଉଦ୍ଧୃତ କଲେ ଓ ସେମାନେ ଏହା ବିଷୟରେ କଅଣ କରିବେ|

ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି …ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍‍ଥାନର ସାକ୍ଷୀ ହେବା ଆବଶ୍ୟକ

ପିତର ଲୋକଙ୍କ ଯୋଗ୍ୟତା ବ୍ୟାଖ୍ୟା କଲେ ଯିଏ ଯିହୁଦାଙ୍କ ସ୍ଥାନ ପୂରଣ କରିବ|

ସେମାନେ ଦୁଇ ଜଣଙ୍କୁ ଆଗକୁ ଆଣିଲେ

ଯେତେବେଳେ ସେମାନେ ଯିହୂଦାଙ୍କ ସ୍ଥାନ ପୂରଣ କରିବା ନିମନ୍ତେ ଦେଖିଲେ, ସେମାନେ ଦୁଇ ଜଣ ଲୋକଙ୍କୁ ଯୋଗ୍ୟ ପାଇଲେ|

ଯୋଷେଫ ଯାହାଙ୍କୁ ବର୍ଶବ୍‍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ ଅଟେ

ଯୋଷେଫ ଯିଏ ବର୍ଶବ୍‍ବା ଓ ଯୂସ୍ତ ନାମରେ ମଧ୍ୟ ଖ୍ୟାତ ଥିଲେ|