Door43-Catalog_or_tn/ACT/01/15.md

1.1 KiB

ସେହି ଦିନରେ

“ସେହି ଦିନରେ ଅଳ୍ପ ସମୟ ପରେ ଯୀଶୁ ସ୍ଵର୍ଗକୁ ଫେରିଗଲେ”

ଭାଇମାନଙ୍କ ମଧ୍ୟରେ

“ଭାଇମାନଙ୍କ” ଅନେକ ସମୟରେ ସହବିଶ୍ଵାସୀମାନଙ୍କୁ ଦର୍ଶାଏ ଏବଂ ଏହା ଉଭୟେ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ ହୋଇପାରନ୍ତି|

ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା

ପିତର ବିଶେଷତଃ ଯିହୁଦା ସମ୍ବନ୍ଧୀୟ ଭାବବାଣୀ କହୁଥିଲେ|

ଦାଉଦଙ୍କ ମୁଖ ଦ୍ୱାରା

“ଦାଉଦଙ୍କ ବାକ୍ୟ|” ଦାଉଦ ସେଗୁଡ଼ିକ ଲେଖିବା ସତ୍ଵେ ମଧ୍ୟ ଏହି ଶବ୍ଦ “ମୁଖ” ବ୍ୟବହାର କରାଯାଉଛି “ବାକ୍ୟ” କୁ ଦର୍ଶାଇବା ନିମନ୍ତେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)