Door43-Catalog_or_tn/ACT/01/12.md

1.7 KiB

ଏଥିଉତ୍ତାରେ ସେମାନେ ବାହୁଡ଼ିଆସିଲେ

“ପ୍ରେରିତମାନେ ବାହୁଡ଼ିଆସିଲେ”

ଗୋଟିଏ ବିଶ୍ରାମବାରର ବାଟ ଦୂରରେ

ବିଶ୍ରାମବାରରେ ଲୋକମାନେ କାର୍ଯ୍ୟ ଠାରୁ ଦୂରରେ ରଖିବା ନିମନ୍ତେ ଫାରୂଶୀମାନଙ୍କ ଏକ ନିୟମ ଅଟେ|

ଯେତେବେଳେ ସେମାନେ ପହଞ୍ଚିଲେ

“ଯେତେବେଳେ ସେମାନେ ଆପଣା ଗନ୍ତବ୍ୟସ୍ଥାନ ଯିରୁଶାଲମରେ ପହଞ୍ଚିଲେ”

ଉପର କୋଠାରୀ

ଗୃହର ଉପର ଭାଗରେ ଥିବା ଏକ କୋଠାରୀ|

ଉଦ୍‍‌ଯୋଗୀ ଶିମୋନ

“ଦେଶଭକ୍ତ ଶିମୋନ|” ସେଠାରେ ଅନେକ ଉଦ୍‌ଯୋଗୀ ଥିଲେ| କିନ୍ତୁ ହୋଇପାରେ କେବଳ ଜଣେ ପ୍ରେରିତ ଯିଏ ଉଦ୍‌ଯୋଗୀ ଥିଲେ| ଉଦ୍‍‌ଯୋଗୀ ମାନେ ଇସ୍ରାଏଲ ଉପରେ ରୋମର ଶାସନକୁ ବନ୍ଦ କରିବାକୁ ଇଛା କରୁଥିଲେ|

ସେମାନେ ସମସ୍ତେ ଏକଚିତ୍ତ ହୋଇଥିଲେ

ଏହି ଦଳ ଏକଚିତ୍ତ ଥିଲେ ଓ ଦଳଭେଦ କି ବିବାଦ ନ ଥିଲା|

ଯେପରି ସେମାନେ ପ୍ରାର୍ଥନାରେ ନିବିଷ୍ଟ ଥିଲେ

“ଯେପରି ସେମାନେ ଆପଣାକୁ ଅତି ବିଶ୍ୱସ୍ତଭାବେ ପ୍ରାର୍ଥନାରେ ଏକତ୍ର କରୁଥିଲେ”