Door43-Catalog_or_tn/ACT/01/04.md

2.3 KiB

ଯେତେବେଳେ ସେ…

“ସେ” ଯୀଶୁଙ୍କୁ ଦର୍ଶାଏ|

ସେମାନଙ୍କ ସହିତ…

“ସେମାନଙ୍କ” ୧୧ ଜଣ ଶିଷ୍ୟଙ୍କୁ ଦର୍ଶାଏ|

ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ

“ସେ ସେମାନଙ୍କୁ ଯିରୂଶାଲମରେ ରହିବା ନିମନ୍ତେ ଆଦେଶ ଦେଲେ”|ଏହା ଏହିପରି ମଧ୍ୟ ୟୁଡିବିରେ ଥିବା ସଦୃଶ ସିଧାସଳଖ ଉଦ୍ଧାର କରି ଅନୁବାଦ କରାଯାଇପାରେ| (ଦେଖନ୍ତୁ: କଥନ ଉଦ୍ଧୃତ)

ପିତାଙ୍କର ଯେଉଁ ପ୍ରତିଜ୍ଞା

ଏହା ପବିତ୍ରଆତ୍ମାଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଟେ|

ଜଳରେ ବାପ୍ତିଜିତ…ପବିତ୍ରଆତ୍ମାରେ ବାପ୍ତିଜିତ

ଯୀଶୁ ଯୋହନଙ୍କ ଦ୍ୱାରା ଜଳରେ ବାପ୍ତିସ୍ମ ଦେବାର ବିପରୀତରେ କହିଲେ ଈଶ୍ୱରଙ୍କ ଦ୍ୱାରା ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ଦିଆଯାଏ|

ଯୋହନ ଜଳରେ ବାପ୍ତିସ୍ମ ଦେଲେ

“ବାପ୍ତିସ୍ମ,” ସହିତ ଭାଷାଗୁଡ଼ିକ ନିମନ୍ତେ ଭୌତିକ ପଦାର୍ଥର ଆବଶ୍ୟକ| ଏହା ଏହିପରି ଅନୁବାଦ କରାଯାଇପାରେ “ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ” କିମ୍ବା “ଯୋହନ ସେମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ|” (ଦେଖନ୍ତୁ: କ୍ରିୟା ବାଚକ)

ତୁମ୍ଭେମାନେ ବାପ୍ତିଜିତ ହେବ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଈଶ୍ୱର ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ|” (ଦେଖନ୍ତୁ: ସକର୍ମକ ବା ଅସକର୍ମକ)