Door43-Catalog_or_tn/2TI/04/19.md

1.9 KiB

ମହାନ

"ମୋ ନିମନ୍ତେ ... ନମସ୍କାର କୁହନ୍ତୁ" କିମ୍ବା "କୁହ ... ଯେ ମୁଁ ସେମାନଙ୍କ ବିଷୟରେ ଭାବୁଅଛି"

ଅନୀସିଫରଙ୍କ ଗୃହ

"ଅନୀସିଫରଙ୍କ ପରିବାର"

ଆସିବା ନିମନ୍ତେ ତୁମ୍ଭର ଉତ୍ତମ ପ୍ରୟାସ କର

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ "ଆସିବାକୁ ଏକ ପଥ ପ୍ରସ୍ତୁତ କର ।"

ପୁଦେନ୍ସ୍. ଲିନ, କ୍ଲୌଦିୟା, ଏବଂ ସମସ୍ତ ଭାଇମାନଙ୍କୁ ମଧ୍ୟ

"ପୁଦେନ୍ସ୍. ଲିନ, କ୍ଲୌଦିୟା, ଏବଂ ସମସ୍ତ ଭାଇମାନଙ୍କୁ ମଧ୍ୟ ନମସ୍କାର ଜଣାନ୍ତି"

ସମସ୍ତ ଭାଇମାନେ

"ସମସ୍ତ ବିଶ୍ଵାସୀମାନେ ଏଠାରେ," ପୁରୁଷ ଏବଂ ସ୍ତ୍ରୀ

ପ୍ରଭୁ ତୁମ୍ଭମାନଙ୍କର ଆତ୍ମାର ସହବର୍ତ୍ତୀ ହୁଅନ୍ତୁ

"ମୁଁ ତୁମ୍ଭମାନଙ୍କର ଆତ୍ମାକୁ ଦୃଢ କରିବାକୁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଅଛି"

ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ

"ମୁଁ ପ୍ରଭୁଙ୍କୁ ତାହାଙ୍କ ଦୟା ସେଠାରେ ଥିବା ତୁମ୍ଭ ସମସ୍ତଙ୍କୁ ଦେଖାଇବା ପାଇଁ ପ୍ରାର୍ଥନା କରୁଅଛି" କିମ୍ବା "ମୁଁ ପ୍ରଭୁଙ୍କୁ କୃପା ସେଠାର ଥିବା ତୁମ୍ଭ ସମସ୍ତଙ୍କୁ ଦେଖାଇବା ପାଇଁ ପ୍ରାର୍ଥନା କରୁଅଛି"