Door43-Catalog_or_tn/2TI/04/17.md

1.3 KiB
Raw Permalink Blame History

ମୋ ସହିତ ଠିଆ ହେଲେ

"ମୋତେ ସାହାର୍ଯ୍ୟ କରିବାକୁ ମୋ ସହିତ ଠିଆ ହେଲେ"

ଘୋଷଣା ସମୁର୍ଣ୍ଣ ଭାବରେ ସଫଳ ହୋଇପାରେ, ଏବଂ ସମସ୍ତ ବିଜାତିମାନେ ଶୁଣି ପାରନ୍ତି

ସମ୍ଭାବନା ଅର୍ଥଗୁଡିକ ୧) ଏହା ହୋଇସାରିଥିଲା (ଦେଖନ୍ତୁ UDB) କିମ୍ବା ) ତଥାପି ଏହା ପାଉଲଙ୍କ ନିମନ୍ତେ ଭବିଷ୍ୟତ ଥିଲା, "ଯଦ୍ଵାରା ମୁଁ ତାହାଙ୍କ ବାକ୍ୟ ସମୁର୍ଣ୍ଣ ଭାବରେ କହିବାକୁ ସକ୍ଷମ ହେବି ଏବଂ ଯାହା ଫଳରେ ବିଜାତିମାନେ ଏହା ଶୁଣିବେ ।"

ସିଂହର ମୁଖଠାରୁ ମୁଁ ଉଦ୍ଧାର ପାଇଥିଲି

ଏହା ଏକ ତୁଳନା ଅଟେ ଯାହା ଏହିପରି ଅନୁବାଦ ହୋଇପାରେ ଯେମିତି "ମୁଁ ବୃହତ ବିପଦଠାରୁ ଉଦ୍ଧାର ପାଇଥିଲି ।" ଏହି ବିପତ ଶାରୀରିକ, ଆତ୍ମିକ କିମ୍ବା ଉଭୟ ହୋଇପାରେ ।