Door43-Catalog_or_tn/2TI/04/14.md

2.1 KiB

ମୋ ପ୍ରତି ଅଧିକ ଶତ୍ରୁତା ଦେଖାଇଲେ

"ମୋ ବିପକ୍ଷରେ ମନ୍ଦ ବିଷୟ କଲେ" କିମ୍ବା "ମୋ ପ୍ରତି ଆଘାତଜନକ ବିଷୟ କଲେ"

ତୁମ୍ଭେମାନେ ମଧ୍ୟ ତାହାଙ୍କୁ ନିରୀକ୍ଷଣ କରିବା ଉଚିତ୍

"ତୁମ୍ଭେ ମଧ୍ୟ ତାହାଙ୍କର ସାବଧାନ ରୁହ" କିମ୍ବା "ତୁମ୍ଭେ ନିଜେ ତାହାଙ୍କର ସାବଧାନ ହୁଅ" କିମ୍ବା "ତୁମ୍ଭେ ନିଜେ ତାହାଙ୍କଠାରୁ ରକ୍ଷା କରିବା ଆବଶ୍ୟକ"

ତାହାଙ୍କୁ ... ତାହାର ... ତାହାଙ୍କୁ ... ସେ

ସମସ୍ତ ଆଲେକ୍ଜାଣ୍ଡେରଙ୍କୁ ଦର୍ଶାଏ ।

ସେ ଅଧିକ ଆମ୍ଭମାନଙ୍କର ଶବ୍ଦ ବିରୁଦ୍ଧରେ ଠିଆ ହେଲେ

"ସେ ଆମ୍ଭମାନଙ୍କର ସମ୍ବାଦକୁ ପ୍ରତିରୋଧ କରିବାକୁ ଅତି ପ୍ରୟାସ ସହ କାର୍ଯ୍ୟ କଲେ" କିମ୍ବା "ସେ ଦୃଢ ଭାବରେ ଆମ୍ଭମାନଙ୍କର ଶବ୍ଦଗୁଡିକୁ ଅସ୍ଵୀକାର କଲେ"

କୌଣସି ଜଣ ମୋ ସହିତ ଠିଆ ହେଲେ ନାହିଁ, କିନ୍ତୁ ପ୍ରତ୍ୟେକ ଜଣ ମୋତେ ଛାଡି ଚାଲି ଗଲେ

"କୌଣସି ଜଣ ମୋ ସହିତ ରହିଲେ ନାହିଁ ଏବଂ ମୋତେ ସାହାର୍ଯ୍ୟ କଲେ ନାହିଁ । ତାହା ପରିବର୍ତ୍ତେ, ପ୍ରତ୍ୟେକ ଜଣ ମୋତେ ଛାଡି ଚାଲିଗଲେ"

ସେମାନଙ୍କ ବିରୁଦ୍ଧରେ ଏହା ଗଣିତ ନ ହେଉ

"ମୋତେ ଛାଡି ଚାଲିଯିବା ନିମନ୍ତେ ସେହି ବିଶ୍ଵାସୀମାନଙ୍କୁ ଈଶ୍ଵର ଦଣ୍ଡ ଦେବାକୁ ମୁଁ ଚାହେଁ ନାହିଁ"