Door43-Catalog_or_tn/2TI/04/03.md

3.2 KiB
Raw Permalink Blame History

କାରଣ ଯେତେବେଳେ ସମୟ ଆସିବ

"କାରଣ ଭବିଷ୍ୟତର କେଉଁ ସମୟରେ"

ଲୋକମାନେ

ପରିସ୍ଥିତି ଦର୍ଶାଏ ଯେ ଏହି ଲୋକମାନେ ମଣ୍ଡଳୀରେ ଭିତରେ ଅଛନ୍ତି (ଦେଖନ୍ତୁ UDB)।

ଉତ୍ତମ ଶିକ୍ଷା

ଶିକ୍ଷା ଯାହା ସମସ୍ତ ମଣ୍ଡଳୀ ସତ୍ୟ ଏବଂ ସଠିକ ବୋଲି ବିବେଚନା କରନ୍ତି

ଆପଣା ଆପଣାକୁ ସେହି ଶିକ୍ଷକମାନଙ୍କ ଚାରିପଟେ ରଖନ୍ତି ଯେଉଁମାନେ ସେମାନଙ୍କର ଲାଳସାମାନଙ୍କ ସହିତ ସହମତ ଶିକ୍ଷା ଦିଅନ୍ତି ।

ଏହିପରି ଭାବରେ ସେମାନେ ସେମାନଙ୍କର କାନ କୁତୁକୁତୁ କରିବେ । ସମ୍ଭାବନା ଅର୍ଥଗୁଡିକ ୧) "ସେମାନଙ୍କ ବ୍ୟକ୍ତିଗତ ଅଭିଳାଷ ହେତୁ, ସେମାନେ ଶିକ୍ଷକମାନଙ୍କୁ ଏକତ୍ର କରିବେ ଯେଉଁମାନେ ସେମାନେ ଯାହା ଶୁଣିବାକୁ ଚାହାନ୍ତି ତାହା କହିବେ" କିମ୍ବା ) "ସେମାନେ ଶିକ୍ଷକମାନଙ୍କୁ ଏକତ୍ର କରିବେ ଯେ ସେମାନଙ୍କର ବ୍ୟକ୍ତିଗତ ଅଭିଳାଷ ସହ ସହମତି ହୁଅନ୍ତି ଯାହା ଫଳରେ ସେହି ଶିକ୍ଷକମାନେ ସେମାନେ ଯାହା ଶୁଣିବାକୁ ଚାହାନ୍ତି ତାହା କହିବେ" କିମ୍ବା ୩) "ସେମାନଙ୍କର ଅଭିଳାଷକୁ ଅନୁକରଣ କରନ୍ତି; ସେମାନେ ଶିକ୍ଷକମାନଙ୍କୁ ଏକତ୍ର କରିବେ ଯେଉଁମାନେ ସେମାନେ ଯାହା ଶୁଣିବାକୁ ଚାହାନ୍ତି ତାହା କହିବେ ।"

ସେମାନଙ୍କ ନିଜର ଲାଳସା

"ସେମାନଙ୍କର ବ୍ୟକ୍ତିଗତ ଅଭିଳାଷ"

ସେମାନେ ସେମାନଙ୍କର କୁତୁକତୁ କରିବେ

"ସେମାନେ ସେମାନଙ୍କର କାନଗୁଡିକୁ କୁତୁକତୁ କରିବାକୁ ଶିକ୍ଷକ ଖୋଜିବେ ।" "ସେମାନଙ୍କୁ ସେହି ବିଷୟ କହିବେ ଯାହା ସେମାନେ ଶୁଣି ଉପଭୋଗ କରିବେ, ଯାହା ସେମାନଙ୍କୁ ଖୁସି କରିବ ଏହାର ତୁଳନାତ୍ମକ ଶବ୍ଦ "ସେମାନଙ୍କର କାନ କୁତୁକୁତୁ ହେବ" । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ଜଣେ ପ୍ରଚାରକର କାମ

ଯୀଶୁ କିଏ ଅଟନ୍ତି ସେହି ବିଷୟରେ ଲୋକମାନଙ୍କୁ କହିବା, ସେ ସେମାନଙ୍କ ନିମନ୍ତେ କ'ଣ କଲେ, ଏବଂ ସେମାନେ କିପରି ତାହାଙ୍କ ନିମନ୍ତେ ଜୀବନ ଯାପନ କରିବା ଆବଶ୍ୟକ