Door43-Catalog_or_tn/2TI/04/01.md

2.2 KiB
Raw Permalink Blame History

ଈଶ୍ଵରଙ୍କ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦୃଷ୍ଟିରେ

"ଯେଉଁଠାରେ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଦେଖିପାରିବେ" କିମ୍ବା "ଈଶ୍ଵରଙ୍କ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ" କିମ୍ବା "ଯେଉଁଠାରେ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟ ସାକ୍ଷା ଏବଂ ବିଚାର କରି ପାରିବେ"

କିଏ ବିଚାର କରିବେ

"କିଏ ବିଚାର କରିବାକୁ ଶୀଘ୍ର ଆସିବେ"

ଗମ୍ବୀର ଭାବରେ

"ଦୃଢ ଭାବରେ" କିମ୍ବା "ଆନ୍ତରିକ ଭାବରେ" କିମ୍ବା "ପ୍ରତ୍ୟେକ ଶବ୍ଦର ଅର୍ଥ କରି"

ଯେତେବେଳେ ଏହା ନାହିଁ

"ସେହି ସମୟଗୁଡିକ ଯେତେବେଳେ ଏହା ଉପଯୁକ୍ତ ନୁହଁ"

ଗାଲି କରିବା

"ଅପରାଧୀ ବୋଲି ଦେଖାଇବା" କିମ୍ବା "ସେମାନେ ଯାହା ଭୁଲ କରିଅଛନ୍ତି ତାହା ସେମାନଙ୍କୁ କହିବା"

ଗାଲିଦେବା

"ଗୁରୁତର ଭାବରେ ସଚେତନ କରିବା"

ଧୈର୍ଯ୍ୟ

"ସହନଶୀଳତା"

ସମସ୍ତ ଧୈର୍ଯ୍ୟ ଏବଂ ଶିକ୍ଷା ଦ୍ଵାରା

ସମ୍ଭାବନା ଅର୍ଥଗୁଡିକ ୧) ଏହିପରି ଭାବରେ ତୀମଥି ଲୋକମାନଙ୍କୁ ଉସ୍ସାହିତ କରିବା ଉଚିତ୍ କିମ୍ବା ) ପଦ ରେ ଏହିପରି ଭାବରେ ତୀମଥି ପ୍ରତ୍ୟେକ ବିଷୟ କରିବା ଉଚିତ୍ କିମ୍ବା ୩) ଏହିପରି ଭାବରେ ତୀମଥି ଶେଷ ବାକ୍ୟରେ ପ୍ରତ୍ୟେକ ବିଷୟ କରିବା ଉଚିତ୍

ସମସ୍ତ ଧୈର୍ଯ୍ୟ ସହ

"ମହାନ ଧୈର୍ଯ୍ୟ ସହ" କିମ୍ବା "ଅତି ଧୈର୍ଯ୍ୟ ହେବା ଦ୍ଵାରା"