Door43-Catalog_or_tn/2TI/03/16.md

1.1 KiB

ସମସ୍ତ ଶାସ୍ତ୍ର ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ହୋଇଅଛି

"ଈଶ୍ଵର ସମସ୍ତ ଶାସ୍ତ୍ର ତାହାଙ୍କ ଆତ୍ମାଙ୍କ ଦ୍ଵାରା କହି ଅଛନ୍ତି, ଏବଂ ଏହା ଲାଭଦାୟକ ଅଟେ" (ଦେଖନ୍ତୁ UDB) କିମ୍ବା "ସମସ୍ତ ଶାସ୍ତ୍ର ଈଶ୍ଵରଙ୍କ ନିଶ୍ଵସିତ," ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଉତ୍ପାଦନ ହୋଇଅଛି । ଈଶ୍ଵର ଲୋକମାନଙ୍କୁ କ'ଣ ଲେଖିବା ଆବଶ୍ୟକ ତାହା କହିଲେ ।

ଲାଭଦାୟକ

"ଦରକାରୀ," "ହିତକର"

ଦୋଷୀ ସାବ୍ୟସ୍ତି

"ତ୍ରୁଟିକୁ ସୁଚିତ କରିବା"

ସଂଶୋଧନ

"ତ୍ରୁଟିଗୁଡିକୁ ଯୋଡିବା"

ପ୍ରଶିକ୍ଷଣ ଦେବା

"ଶିଷ୍ୟ କରିବା" କିମ୍ବା "ପାଳନ କରିବା"

ଯୋଗ୍ୟ

"ସମ୍ପୁର୍ଣ୍ଣ"