Door43-Catalog_or_tn/2TI/03/14.md

1.5 KiB
Raw Permalink Blame History

ତୁମ୍ଭେମାନେ ଯାହା ଶିଖିଅଛ ତହିଁରେ ଲାଗି ରୁହ

ସମ୍ଭାବନା ଅର୍ଥଗୁଡିକ ୧) "ତୁମ୍ଭେମାନେ ଯାହା କରିବାକୁ ଶିଖିଅଛ ତାହା ସେହି ବିଷୟସବୁ କରୁଥାଅ" (UDB) ) "ତୁମ୍ଭେମାନେ ଯାହା ଶିଖିଅଚ୍ଛ ତାହା ଭୁଲ ନାହିଁ ।" ଉଭୟ ଘଟଣାରେ, ନ ଘୁନ୍ଚୀ ଲାଗି ରହିବା ଧାରଣା ଅଟେ ।

ଯାହା ତୁମ୍ଭମାନଙ୍କୁ ଜ୍ଞାନୀ କାରିବାରେ ସକ୍ଷମ ଅଟେ

"ତୁମ୍ଭର ଆବଶ୍ୟକ ଜ୍ଞାନ ସେମାନେ ଦିଅନ୍ତି"

ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ପରିତ୍ରାଣ

"ଯଦ୍ଵାରା ଈଶ୍ଵର ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ବିଶ୍ଵାସକୁ ବ୍ୟବହାର କରିବେ ।"

ପରିତ୍ରାଣ

ସମ୍ଭାବନ ଅର୍ଥଗୁଡିକ ୧) "ଈଶ୍ଵର ତୁମ୍ଭମାନଙ୍କୁ ଅନନ୍ତ ଜୀବନ ଦେବେ" କିମ୍ବା ) "ଈଶ୍ଵର ତୁମ୍ଭମାନଙ୍କୁ ଏହି ଜୀବନର ନିର୍ବୋଧତାରୁ ଉଦ୍ଧାର କରିବେ ।"