Door43-Catalog_or_tn/2TI/02/24.md

2.2 KiB

ବିନତୀଭାବରେ

"ବିନତୀ ଭାବରେ" କିମ୍ବା କୋମଳ ଭାବରେ"

ଶିକ୍ଷାଦାନ କରିବା

"ପରାମର୍ଶ କରିବା" କିମ୍ବା "ଶିକ୍ଷା ଦେବ" କିମ୍ବା "ସଂଶୋଧନ କରିବା"

ସେମାନଙ୍କୁ ମନପରିବର୍ତ୍ତନ କରିବାକୁ ଦିଅ

"ପାପରୁ ଫେରିବାକୁ ସେମାନଙ୍କୁ ସାହାର୍ଯ୍ୟ କର"

ସତ୍ୟର ଜ୍ଞାନ ନିମନ୍ତେ

"ଯଦ୍ଵାରା ସେମାନେ ସତ୍ୟକୁ ଜାଣିବେ"

ସେମାନେ ସେମାନଙ୍କର କାଣ୍ଡଜ୍ଞାନକୁ ପୁନର୍ଲାଭ କରିପାରନ୍ତି

"ସେମାନେ କେବେ ମନ୍ଦ କଳ୍ପନାସବୁ ଚିନ୍ତା କରିବେ ନାହିଁ" କିମ୍ବା "ସେମାନେ ଈଶ୍ଵରଙ୍କୁ ପୁନର୍ବାର ଶୁଣିବା ଆରମ୍ଭ କରିବେ"

ଲୋକମାନେ ଯେଉଁମାନେ ଶୟତାନର ଫାନ୍ଦରେ ପଡିଅଛନ୍ତି ସେମାନେ ଏମାନଙ୍କର ତୁଳନା ଅଟନ୍ତି ଯେଉଁ ଲୋକମାନେ ମନେ କରନ୍ତି ଯେ ସେମାନେ ଈଶ୍ଵରଙ୍କ ଅନୁସରଣ କରନ୍ତି ଯେତେବେଳେ ସେମାନେ ପ୍ରକୃତରେ ଶୟତାନକୁ ଅନୁସରଣ କରୁଅଛନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ତାହାଙ୍କ ଇଚ୍ଛା ନିମନ୍ତେ ତାହାଙ୍କ ନିମନ୍ତେ ବନ୍ଦୀକରଣ ହୋଇଥିବାରୂ

"ଶୟତାନ ସେମାନଙ୍କୁ ବନ୍ଦୀ କରିଅଛି ଏବଂ ବର୍ତ୍ତମାନ ସେ ଯାହା ସେମାନଙ୍କୁ କରିବାକୁ ଇଚ୍ଛା କରନ୍ତି ତାହା ସେମାନଙ୍କୁ କରିବାକୁ ସାହାର୍ଯ୍ୟ କରନ୍ତି" (ଦେଖନ୍ତୁ: ତୁଳନା/ରୁପକ/ଉପମା)