Door43-Catalog_or_tn/2TI/02/22.md

4.5 KiB
Raw Permalink Blame History

ପଳାୟନ କର ... ଅଗ୍ରସର ହେବା

ଏହି ରୂପକଗୁଡିକ ଯେତେ ଦ୍ରୁତ ଗତିରେ ତୁମ୍ଭେମାନେ ଦୌଡି ପାର ସେହି ଭାବନାକୁ ଦିଏ । ଯାହା ତୁମ୍ଭମାନଙ୍କ ଆଘାତ କରିବ ସେଠାରୁ ଦୌଡିବା ପଳାୟନ ଅଟେ; ଯାହା ତୁମ୍ଭମାନଙ୍କ ନିମନ୍ତେ ଉତ୍ତମ କରିବ ତାହା ପ୍ରତି ଦୌଡିବା ଅଗ୍ରସର ଅଟେ । (ଦେଖନ୍ତୁ: ତୁଳନା/ଉପମା/ରୁପକ ।)

ଯୌବନ ଲାଳଷାରୁ ପଳାୟନ କର

"ଯାହା ଯୁବକ ଲୋକମାନଙ୍କୁ ପରୀକ୍ଷା କରେ ସେହି ଅଭିଳାଷାରୁ ଦୌଡି ପଳାଇବା" ଯେପରି ଭାବରେ ଜଣେ ବ୍ୟକ୍ତି ଆକ୍ରମଣ ପଶୁ କିମ୍ବା ହତ୍ୟାକାରୀଠାରୁ ପଳାୟନ କରେ । ଯଦି ତୁମ୍ଭର ଭାଷା ଅଭିଳାଷାକୁ ଏକ ବିଶେଷ୍ୟ କରିପାରେ ନାହିଁ, ତ ଏହା ଏହିପରି ଭାବରେ ଅନୁବାଦ ହୋଇପାରେ ଯେମିତି "ଯୁବକ ଲୋକମାନେ ଯାହା କରିବାକୁ ଅତି ଇଚ୍ଛା କରନ୍ତି ତାହା କରିବାକୁ ସମ୍ପୁର୍ଣ୍ଣ ଭାବରେ ମନା କରିବା" କିମ୍ବା "ତାହା କରିବାଠାରୁ ଦୂରେଇ ରହିବା ପାଇଁ ତୁମ୍ଭେମାନେ ସବୁକିଛି କର ...."

ଧାର୍ମିକତା, ବିଶ୍ଵାସ, ପ୍ରେମ ଶାନ୍ତି ପ୍ରତି ଅଗ୍ରସର ହୁଅ

"ଧାର୍ମିକତା, ବିଶ୍ଵାସ, ପ୍ରେମ, ଶାନ୍ତିର ପଛରେ ଗୋଡାଅ ।" ଯଦି ତୁମ୍ଭର ଭାଷା ଧାର୍ମିକତା, ବିଶ୍ଵାସ, ପ୍ରେମ, ଶାନ୍ତିକୁ ବିଶେଷ୍ୟ କରିପାରେ ନାହିଁ, ତେବେ ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଯାହା ଉତ୍ତମ ତାହା କରିବାକୁ ତୁମ୍ଭେମାନେ ଯାହା କରିପାର ତାହା କର, ...."

ବିଶ୍ଵାସ

ସମ୍ଭାବନା ଅର୍ଥଗୁଡିକ: ୧) ଦେଖନ୍ତୁ ବିଶ୍ଵାସ; ) ଦେଖନ୍ତୁ ବିଶ୍ଵସ୍ତ, ବିଶ୍ଵସ୍ତତା ।

ସହ

ସମ୍ଭାବନା ଅର୍ଥଗୁଡିକ: ୧) "ଲୋକମାନଙ୍କ ଦଳରେ," ଅର୍ଥ "ଧାର୍ମିକତାର ଅନୁଗାମୀ ହେବା ନିମନ୍ତେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ସଂଲଗ୍ନ ହୁଅ, ..."; ) "ଯେପରି ତୁମ୍ଭେମାନେ ସହ ସମ୍ପର୍କ ସ୍ଥାପନ କର," ଅର୍ଥ "ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ଶାନ୍ତିରେ ରହିବାକୁ ... ସବୁକିଛି ଯାହା ତୁମ୍ଭେ କରିପାର ।" ଅନୁବାଦର ବିବରଣୀଗୁଡିକ

ସେମାନଙ୍କୁ ଯେଉଁମାନେ ପ୍ରଭୁଙ୍କୁ ଡାକନ୍ତି

"ଖ୍ରୀଷ୍ଟିୟାନମାନେ" କିମ୍ବା "ଯେଉଁମାନେ ଆପଣା ଆପଣାକୁ ପ୍ରଭୁଙ୍କ ଲୋକ ବୋଲି କହନ୍ତି"

ଶୁଚି ହୃଦୟଠାରୁ

"ପ୍ରକୃତ କାରଣଗୁଡିକ ସହ" କିମ୍ବା "କାରଣଗୁଡିକ ଯାହା ଉତ୍ତମ"

ନିର୍ବୋଧ ଏବଂ ଜ୍ଞାନହୀନ ପ୍ରଶ୍ନଗୁଡିକୁ ମନାକର

"ନିର୍ବୋଧ ପ୍ରଶ୍ନଗୁଡିକ ଏବଂ ଜ୍ଞାନହୀନ ପ୍ରଶ୍ନଗୁଡିକର ଉତ୍ତର ଦେବାକୁ ମନାକର"

ନିର୍ବୋଧ ... ପ୍ରଶ୍ନଗୁଡିକ

"ଈଶ୍ଵର ନିମନ୍ତେ କୌଣସି ସମ୍ମାନ ନ ଥିବା ଲୋକମାନଙ୍କ ଦ୍ଵାରା କରାଯାଇଥିବା ପ୍ରଶ୍ନଗୁଡିକ"

ଜ୍ଞାନହୀନ ପ୍ରଶ୍ନଗୁଡିକ

"ସତ୍ୟ ଜାଣିବାକୁ ଚାହୁଁ ନ ଥିବା ଲୋକମାନଙ୍କ ଦ୍ଵାରା ପଚାରାଯାଇଥିବା ପ୍ରଶ୍ନଗୁଡିକ"