Door43-Catalog_or_tn/2TI/02/19.md

2.8 KiB
Raw Permalink Blame History

ପ୍ରଭୁଙ୍କ ନାମକୁ କିଏ ନାମିତ କରନ୍ତି

"ଯେ କହେ ଯେ ସେ ଖ୍ରୀଷ୍ଟଙ୍କଠାରେ ଜଣେ ବିଶ୍ଵାସୀ"

ଈଶ୍ଵରଙ୍କ ଭିତ୍ତିମୂଳ

ସମ୍ଭାବନା ଅର୍ଥଗୁଡିକ: ୧) ମଣ୍ଡଳୀ ଯାହାକୁ ଈଶ୍ଵର ଆରମ୍ଭରୁ ନିର୍ମାଣ କଲେ"; ) "ଈଶ୍ଵରଙ୍କ ବିଷୟରେ ସତ୍ୟ" (UDB); ୩) ଈଶ୍ଵରଙ୍କ ବିଶ୍ଵସ୍ତତା ।"

ଅଧାର୍ମିକତାଠାରୁ ଚାଲିଯାଅ

ସମ୍ଭାବନ ଅର୍ଥଗୁଡିକ: ୧) ମନ୍ଦ କରିବାର ବନ୍ଦ କର"; ) ଭୁଲ ବିଷୟ କରିବାର ବନ୍ଦ କର"

ପାତ୍ରଗୁଡିକ

ଏହିସବୁ ବିଷୟ ନିମନ୍ତେ ଏହା ଏକ ସାଧାରଣ ଶବ୍ଦ ଯେମିତି ଗିନା, ଥାଳି, ଏବଂ ପାତ୍ରଗୁଡିକ ଯେଉଁଥିରେ ଲୋକମାନେ କିଛି ବସ୍ତୁ ଭିତରେ କିମ୍ବା ଉପରେ ରଖନ୍ତି । ଯଦି ତୁମ୍ଭମାନଙ୍କର ଭାଷାରେ ସାଧାରଣ ଶବ୍ଦ ନାହିଁ, ତେବେ ଗିନା କିମ୍ବା ପାତ୍ର ନିମନ୍ତେ ଶବ୍ଦ ବ୍ୟବହାର କରନ୍ତୁ । ଏହା ଲୋକମାନଙ୍କ ନିମନ୍ତେ ରୂପକ ଅଟେ (ଦେଖନ୍ତୁ: ତୁଳନା/ରୁପକ/ଉପମା)

ସମ୍ମାନଜନକ ... ଅସମ୍ମାନଜନକ

ସମ୍ଭାବନ ଅର୍ଥଗୁଡିକ: ୧) "ସ୍ଵତନ୍ତ୍ର ଅବସରଗୁଡିକ ... ସାଧାରଣ ସମୟ" (UDB); ) "ଜଣସାଧାରଣଙ୍କ ମଧ୍ୟରେ ଉତ୍ତମ ଲୋକମାନେ କରୁଥିବା ବିଭିନ୍ନ ପ୍ରକାର କ୍ରିୟାଗୁଡିକ ... ପ୍ରାଥମିକତାରେ ଉତ୍ତମ ଲୋକମାନେ କରୁଥିବା ବିଭିନ୍ନ ପ୍ରକାର କ୍ରିୟାଗୁଡିକ"

ଅସମ୍ମାନଜନକ ବ୍ୟବହାରଠାରୁ ଆପଣାକୁ ପରିଷ୍କାର କର

ସମ୍ଭାବନ ଅର୍ଥଗୁଡିକ" ୧) "ଅସମ୍ମାନଜନକ ଲୋକମାନଙ୍କଠାରୁ ଆପଣାକୁ ଭିନ୍ନ କରିବା"; ) "ଆପଣାକୁ ଶୁଚି କରେ"

ସମ୍ମାନଜନକ ପାତ୍ରଗୁଡିକ

"ସ୍ବତନ୍ତ୍ର ଅବସର ନିମନ୍ତେ ଦରକାରୀ" କିମ୍ବା "ଉତ୍ତମ ଲୋକମାନେ ଜଣସାଧାରଣଙ୍କ ନିକଟରେ କରୁଥିବା କାର୍ଯ୍ୟ ନିମନ୍ତେ ଦରକାରୀ"