Door43-Catalog_or_tn/2TI/02/14.md

2.2 KiB
Raw Permalink Blame History

ସେମାନଙ୍କୁ

ସମ୍ଭାବନ ଅର୍ଥଗୁଡିକ: ୧) "ଶିକ୍ଷକଗଣ" (UDB); ) "ମଣ୍ଡଳୀର ଲୋକମାନେ"

ଈଶ୍ଵରଙ୍କ ସମ୍ମୁଖରେ

"ଈଶ୍ଵରଙ୍କ ଉପସ୍ଥିତିରେ" କିମ୍ବା "ଏହା ଜାଣି ଯେ ଈଶ୍ଵର ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ଦେଖନ୍ତି"

ଶବ୍ଦଗୁଡିକ ବିଷୟରେ ବାଗଯୁଦ୍ଧ କରିବାକୁ ନୁହେଁ

"ଶବ୍ଦର ଅର୍ଥ କ'ଣ ତାହା ପ୍ରତି ବିବାଦ ନ କର" କିମ୍ବା "ଶବ୍ଦ ଯାହା ଯୁଦ୍ଧର କାରଣ ତାହା ନ କହିବାକୁ" କିମ୍ବା "ଅନ୍ୟମାନଙ୍କୁ ଆଘାତ କରିବା ଅର୍ଥରେ ଶବ୍ଦ ନ କହିବା"

କିଛି ଲାଭ ହୁଏ ନାହିଁ

"କୌଣସି ପ୍ରତି ଉତ୍ତମ କରେ ନାହିଁ" କିମ୍ବା "ନିଷ୍ଫଳ"

ପତନ

ଏହି ଦୃଶ୍ୟ ଏକ କଠୋରୀର ପତନର ଛବି । ଯେଉଁମାନେ ବାଗଯୁଦ୍ଧ ବିଷୟରେ ଶୁଣନ୍ତି ଖ୍ରୀଷ୍ଟିୟାନ ସମ୍ବାଦକୁ ସମ୍ମାନ ଦେବା ବନ୍ଦ କରନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ଯେଉଁମାନେ ଶ୍ରବଣ କରନ୍ତି

"ଯେଉଁମାନେ ଶୁଣନ୍ତି ।"

ଈଶ୍ଵରଙ୍କ ନିକଟରେ ଆପଣାକୁ ଅନୁମୋଦନ କର

"ଈଶ୍ଵରଙ୍କ ନିକଟରେ ଆପଣାକୁ ଏହିପରି ବ୍ୟକ୍ତି ଭାବେ ଉପସ୍ଥାପନ କରେ ଯେ ଯୋଗ୍ୟ ବୋଲି ପ୍ରମାଣିତ ହୁଏ"

ଯେପରି ଜଣେ କାର୍ଯ୍ୟକାରୀ

"କାର୍ଯ୍ୟକାରୀ ସଦୃଶ୍ୟ" କିମ୍ବା "କର୍ମକାରୀ ସଦୃଶ୍ୟ"

ସଠିକ ଭାବରେ ପରିଚାଳିତ କରିବା

"ସଠିକ ଭାବରେ ବ୍ୟାଖ୍ୟା କରିବା"