Door43-Catalog_or_tn/2TI/02/11.md

980 B

ଏହି ପ୍ରବାଦ

"ଏହି ଶବ୍ଦଗୁଡିକ"

ଯଦି ଆମ୍ଭେମାନେ ଅବିଶ୍ଵସ୍ତ ଅଟୁ

"ଯଦିଓ ଆମ୍ଭେମାନେ ଈଶ୍ଵରଙ୍କୁ ହରାଉ" କିମ୍ବା "ଯଦିଓ ଆମ୍ଭେମାନେ କରୁ ନାହିଁ ଯାହା ଈଶ୍ଵର ଆମ୍ଭମାନଙ୍କୁ କରିବାକୁ ଚାହାନ୍ତି ବୋଲି ଆମ୍ଭେମାନେ ବିଶ୍ଵାସ କରୁ"

ସେ ଆପଣାକୁ ଅସ୍ବୀକାର କରିପାରିବ ନାହିଁ

ତାହାଙ୍କ ଚରିତ୍ର ଅନୁସାର ସେ ସର୍ବଦା କାର୍ଯ୍ୟ କରିବା ଆବଶ୍ୟକ" କିମ୍ବା "ସେ ଏହିପରି ଭାବରେ କାର୍ଯ୍ୟ କରିପାରନ୍ତି ନାହିଁ ଯାହା ତାହାଙ୍କ ବାସ୍ତବ ଚରିତ୍ରର ବିପରୀତ"